Parajaya Odia Nitibani Shayari.
ପରାଜୟ ସେତେବେଳେ ଯାଏଁ ହୋଇ ନଥାଏ,
ଯେତେବେଳେ ଯାଏଁ ଆପଣ ତଳେ ପଡ଼ି ରହିଛନ୍ତି ।
ପରାଜୟ ସେତେବେଳେ ହୋଇଥାଏ,
ଯେତେବେଳେ ଆପଣ ଉଠିବା ପାଇଁ ମନା କରୁଛନ୍ତି ।
ସଫଳ ହେବା ପାଇଁ ଆମେ ପ୍ରଥମେ ବିଶ୍ୱାସ କରିବା ଉଚିତ୍ ଯେ,
“ମୁଁ ନିଶ୍ଚିତ କରିପାରିବି”, ଦେଖିବେ ସଫଳତା ନିଶ୍ଚୟ ମିଳିଯିବ .
Defeat is not done until then.
When you are lying down.
Defeat occurs when
When you refuse to get up.
To be successful we must first believe that,
“I can assure you”,
will see that success must be achieved.