Nirat Satya Odia Nitibani Motivational

 

Nitibani Nirat satya

ଏହା ନିରାଟ ସତ୍ୟ ଯେ ଯେଉଁଠି ଦୟା ଥାଏ ସେଇଠି ଧର୍ମ ନିଶ୍ଚୟ ଥାଏ,

ଆଉ ଯେଉଁଠି ଲୋଭ ଥାଏ ସେଇଠି ପାପ ନିଶ୍ଚୟ ଥାଏ,

ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ନିହାତି ହୋଇଥାଏ

ଆଉ ଯେଉଁଠି କ୍ଷମା ଥାଏ

ସେଇଠି ନିଶ୍ଚୟ ଭଗବାନଙ୍କ ବାସ ଥାଏ।

Leave a Comment