Skip to content		
		
	
				
			
	
		
			
	
					
			
		
			Bhagabananka Srusti Odia Bhagabat bani

ଭଗବାନଙ୍କର ସୃଷ୍ଟିରେ ନିୟମର ଉଲ୍ଲଙ୍ଘନ ହୁଏ ନାହିଁ,
ଏହି ସତ୍ୟରେ ଦୃଢ଼ ହୋଇ ଯେଉଁ ବ୍ୟକ୍ତି ଜୀବନ ନିର୍ବାହ କରନ୍ତି ସେ ମାନସିକ ସୁସ୍ଥତାକୁ ପ୍ରାପ୍ତ କରନ୍ତି। 
ତା’ଛଡ଼ା ଅନ୍ୟ କୌଣସି ଉପାୟରେ ମନୁଷ୍ୟ ସ୍ଥିର ହୋଇ ରହିପାରିବ ନାହିଁ।
God’s creation does not break the law,
One who leads his life firmly in this truth attains mental well-being.
In no other way can man be stable.