Suprabhat Odia Omm Namaha Shibaya Shayari

Suprabhat Odia Omm Namaha Shibaya Shayari

Skpresent.in

କାହା ଉପରେ ଅତ୍ୟାଧିକ ଭରଷା କରିବା ମୂର୍ଖାମି,

କାରଣ ଅନ୍ଧାରରେ ନିଜ ଛାଇ ବି ସାଥୀରେ ରହେନାହିଁ ।

ଯଦି ସ୍ୱପ୍ନ ପୁରା ହେଉନାହିଁ ତେବେ ରାସ୍ତା ବଦଳାନ୍ତୁ,

ସିଦ୍ଧାନ୍ତ ନୁହେଁ କାରଣ ଗଛ ସର୍ବଦା ପତ୍ର ବଦଳେଇଥାଏ ମୂଳ ନୁହେଁ

It is foolish to rely too much on anyone,
 because even your shadow does not keep company in the dark.
 If the dream is not fulfilled then change the path, 
not the conclusion because the tree always changes the leaves not the roots.

किसी पर ज्यादा भरोसा करना बेवकूफी है,
क्योंकि अँधेरे में तो परछाई भी साथ नहीं देती।
अगर सपना पूरा न हो तो रास्ता बदलो,
निष्कर्ष नहीं क्योंकि पेड़ हमेशा पत्ते बदलता है,
जड़ें नहीं .

 

Leave a Comment